ମାଟ୍ରିକ ପିଲାଙ୍କୁ ନେଇ ଅସହୁଥିବା ବେଳେ ବୋଲର ଦୃଘଟଣା ?

Screenshot 2025 02 21 170730

ମାଟ୍ରିକ ପିଲାଙ୍କୁ ନେଇ ଅସହୁଥିବା ବେଳେ ବୋଲର ଦୃଘଟଣା । ଘଟଣାଟି ତାଳଚୁଆ ଥାନା କୃଷ୍ଣନଗର ନିକଟରେ ଦୃଘଟଣା ଘଟିଥିବା ଜଣାପଡୁଛି । ବୋଲରେ ମାଟ୍ରିକ ପିଲାମାନେ ପରୀକ୍ଷା ଦେଇ ଫେରୁଥିବାବେଳେ ଏଭଳି ଏକ ଦୃଘଟଣା ଘଟିଥିବା ଜଣାପଡୁଛି ବୋଲରଟି ଭାରସ୍ୟାମ ହରାଇ ଓଲଟି ପଡିଥିଲା । ବୋଲରରେ ୧୧ ଜଣ ଛାତ୍ର ପରୀକ୍ଷାରୁ ଆସୁଥିବା ବେଳେ ଦୃଘଟଣା ଘଟିଛି । ଦୃଘଟଣାରେ ଜଣେ ଛାତ୍ର ଗୁରୁତର ହେବା ସହ କିଛି ଛାତ୍ର ଆହତ ହୋଇଥିବା ଜଣାପଡୁଛି … Read more