ମିଆଁମାରରେ ହୋଇଥିବା ଭୂକମ୍ପର ୨୭୦୦ ଜଣ ମୁର୍ତ୍ୟୁ ?
ମିଆଁମାରରେ ହୋଇଥିବା ଭୂକମ୍ପର ୨୭୦୦ ଜଣ ମୁର୍ତ୍ୟୁ | ମିଆଁମାରରେ ଗୋଟେ ବଡ ଭୟଙ୍କର ଭୂକମ୍ପରେ ହଜାର ହଜାର ଲୋକ ଆହତ ହୋଇଥିବାବେଳେ ୨୭୦୦ ଜଣ ମୁର୍ତ୍ୟୁ କରିଥିବା ନେଇ ସୂଚନା ମିଳୁଛି | ଆଗକୁ ମଧ୍ୟ୍ୟ ମୁର୍ତ୍ୟୁ ସଂଖ୍ୟା ବଢିବା ନେଇ ଅନୁମାନ କରାଯାଇଛି | ଗତ ଶୁକ୍ରବାର ଦିନ ମିଆଁମାର ଦେଶରେ ଦୁଇ ଥର ଭୁକମ୍ପର ଝଟକା ଅନୁଭୂତି ହୋଇଥିଲା | ଭୁକମ୍ପର ପରିମାଣ ଅତ୍ୟଧିକ ଜୋରେ ରହିଥିବାରୁ ଅନେକ ଦେଶ ଗୁଡିକରେ ପ୍ରବଳ … Read more