ପୁଣି ମୋ ବସ ଧକ୍କାରେ ଲୁନା ଚାଲାକ ଆହତ ?

ପୁଣି ମୋ ବସ ଧକ୍କାରେ ଲୁନା ଚାଲାକ ଆହତ | କିଛି ଦିନ ହବ ମୋ ବସ ଦୃଘଟଣା କମିବା ନା ଧରୁନାହିଁ | ଆଜି ସକାଳୁ ଲୁନାରେ ଯାଉଥିବା ପାରିବ ବେପାରୀ ଜଣକ ମୋ ବସ ସହିତ ଦୃଘଟଣା ଘଟିଛି | କଟକ ଖାନ୍ନନଗରେ ଦୃଘଟଣା ହୋଇଥିବା ଜଣାପଡିଛି ଲୁନା ଚାଳକ ଜଣକୁ ସଂଗେ ସଂଗେ ମେଡିକାଲରେ ଭର୍ତି କରାଯାଇଛି | ଦୃଘଟଣାର ପୁରା ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଛି ଏବଂ ସେଥିରୁ ଜଣାପଡୁଛି ବସ … Read more