ଓଡ଼ିଶାରେ ୪ ଦିନ ଲାଗିରହିବ ବର୍ଷା ?

Screenshot 2025 02 20 122207

ଓଡ଼ିଶାରେ ୪ ଦିନ ଲାଗିରହିବ ବର୍ଷା । ଆଜି ସକାଳୁ ରାଜ୍ୟରେ ଅନେକ ଜିଲ୍ଲା ମାନଙ୍କରେ ବର୍ଷା ହେବା ଦେଖାଦେଇଛି । ରାଜ୍ୟରେ ବର୍ଷା ୩ରୁ ୪ ଦିନ ଲାଗିରହିବ ନେଇ ବୋଲି ପାଣି ପାଗ ବିଭାଗରୁ ସୂଚନା ମିଳୁଛି । ଓଡ଼ିଶାରେ ବର୍ଷା ସାଙ୍ଗକୁ କୂଅ ପଥର ବର୍ଷା ହେବାର ସମ୍ଭାବନା ଅଛି ରାଜଧାନୀରେ ସକାଳୁ ଝିପି ଝିପି ବର୍ଷା ହେବ ଦେଖାଦେଇଛି । ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ କିଛି ଜିଲ୍ଲା … Read more