ଆଜି ସକାଳୁ ଓଡିଶାରେ ଭୂକମ୍ପ ଝଟକାରେ ଥରିଲା ଓଡିଶା ?
ଆଜି ସକାଳୁ ଓଡିଶାରେ ଭୂକମ୍ପ ଝଟକାରେ ଥରିଲା ଓଡିଶା । ରାଜଧାନୀ ଭୁବନେଶ୍ଵର , ପୁରୀ , ବାଲେଶ୍ୱର ସମେତ ରାଜ୍ୟର କିଛି କିଛି ସ୍ଥାନରେ ମୃଦୁ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିବା ସୂଚନା ମିଳୁଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୧ ହୋଇଥିବା ରେକର୍ଡ କରାଯାଇଛି । ଆଜି ସକାଳ ୬ଟା ୧୦ମିନିଟରେ ମୃଦୁ ଭୂକମ୍ପ ହୋଇଥିବା ସୂଚନା ମିଳୁଛି । ଭୂକମ୍ପ ୨ରୁ ୩ ସେକେଣ୍ଡ ଯାଏଁ ହୋଇଥିବା ସୂଚନା ମିଳୁଛି । ପୁରୀ , ଭୁବନେଶ୍ଵର, … Read more