ଓଡ଼ିଶାରେ କାଲିଠୁ ପୁଣି ବର୍ଷା |
ଓଡ଼ିଶାରେ କାଲିଠୁ ପୁଣି ବର୍ଷା ହେବାର ସମ୍ଭାବନା ଅଛି | ରାଜ୍ୟରେ କିଛି ଦିନ ତଳେ ଲଘୁଚାପ ସୃଷ୍ଟି ହେବା ଫଳରେ ରାଜ୍ୟର ସମସ୍ତ ଜିଲ୍ଲାରେ ବର୍ଷା ଲାଗି ରହିଥିଲା | ଏବଂ ଓଡ଼ିଶାରେ କାଲିଠୁ ପୁଣି ବର୍ଷା ହେବାର ସମ୍ଭାବନା ଅଛି ଏବେ ଲଗାଣ ବର୍ଷା ଯୋଗୁ ସମସ୍ତ ଓଡିଶା ବାସି ଅସୁବିଧାର ସମୁଖିନ୍ନ ହୋଇଛନ୍ତି |ବର୍ଷା ଲାଗିରହିଥିବାରୁ ଚାଷୀ ମାନଙ୍କ ଫସଲ ସବୁ ନଷ୍ଟ ହୋଇଥିଲା ଏବଂ ଚାଷୀ ଗଣ ସରକାରଙ୍କ ନିକଟରେ କ୍ଷତି … Read more