ଓଲଟିଲା ବସ ଦୃଘଟଣାରେ ୨ ମୂର୍ତ ୨୯ ଆହତ |
ଓଲଟିଲା ବସ ଦୃଘଟଣାରେ ୨ ମୂର୍ତ ୨୯ ଆହତ | କଟକ ଜିଲ୍ଲା ନିଆଳି ଅଂଚଳରୁ ବସ ଯାତ୍ରା କରିଥିଲା ବସ ବୈପାରୀଗୁଡା ଥାନା ଡାକରିଘାଟିରେ ବସ ଟି ଓଲଟି ପଡିଛି |ଯାତ୍ରୀମାନେ କଟକ ଜିଲ୍ଲାରୁ ଗୁପ୍ତେଶ୍ୱର ମନ୍ଦିର ଦର୍ଶନ କରିବାକୁ ଯାଉଥିଲେ ଏବଂ ଆଜି ସକାଳୁ ଏଭଳି ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି | ବସଟି ଓଲଟି ପଡ଼ିବାର କାରଣ | ଯାତ୍ରୀମାନେ ବସରେ ବସି ଯାଉଥିବାବେଳେ ଡାକରିଘାଟିରେ ବସ ଟି ଭରଷମ୍ୟ ହରାଇ … Read more