ଗାଧୋଉଥିବା ବେଳେ ଯୁବକ ଜଣକ ପାଣିରେ ବୁଡି ମୁର୍ତ୍ୟୁ ବରଣ କରିଛନ୍ତି ?

ପାରାଦୀପ ସମୁଦ୍ରରେ ଗାଢଉଥିବା ବେଳେ ୮ ଜଣ ଯୁବକ ନିଖୋଜ ?

ଗାଧୋଉଥିବା ବେଳେ ଯୁବକ ଜଣକ ପାଣିରେ ବୁଡି ମୁର୍ତ୍ୟୁ ବରଣ କରିଛନ୍ତି | ଘଟଣାଟି ପୁରୀ ଅଞ୍ଚଳରେ ଘଟିଥିବା ଜଣାପଡିଛି | ପୁରୀ ନରେନ୍ଦ୍ର ପୁଷ୍ପଋଣୀରେ ଯୁବକ ଜଣକ ଗାଧୋଉଥିବା ବେଳେ ବୁଡିଯାଇଥିଲେ ଏବଂ ବହୁତ ସମୟ ଧରି ଯୁବଜ ଜଣକୁ ଖୋଜାଖୋଜି କରିସାରିବା ପରେ ଯୁବକଙ୍କର ମୂର୍ତ ଦେହ ମିଳିଥିଲା | ଯୁବକ ଜଣକ ବୁଡିଯିବା ଖବର ପାଇଁ ପ୍ରଥମେ ଅଗ୍ନିଶମ ବାହିନୀ ଟିମ ପହଞ୍ଚି ଯୁବକ ଜଣଙ୍କୁ ଖୋଜିବାରେ ଲାଗିଥିଲେ | ବହୁତ ସମୟ … Read more