ଗ୍ୟାସ ପାଇପ ମରାମତି ବେଳେ ଚାଲି ଗଲା ଜୀବନ
BPCLଗ୍ୟାସ ପାଇପ ଲିକ ମରାମତି କାର୍ଯ୍ୟ ବେଳେ ଜଣେ ଶ୍ରମିକ ମୁର୍ତ୍ୟୁ ବରଣ କରିଛନ୍ତି କଟକ ଓ ପାରାଦୀପ ରାସ୍ତାରେ ତାଳଦଣ୍ଡା ଛକରେ ଗ୍ୟାସ ପାଇପ ଲିକ ହୋଇଥିଲା । ସୁରକ୍ଷା କର୍ମୀ ଏବଂ ଅଗ୍ନି ସମ ବାହିନୀ ଟିମ ଆସି ପହଁଞ୍ଚିଛି ଏବଂ ବିପଦର ସମ୍ଭାବନା ରହିଥିବାରୁ ସେଠାରେ ପୋଲିସ କର୍ମଚାରୀ ଆସି ରାସ୍ତା ବନ୍ଦ ରଖିଛନ୍ତି । କୁଜଙ୍ଗ ଠାରେ ଘଟିଛି ଏହି ଦୁଖଦ ଘଟଣା। ମୃତକ ଜଣକ ହେଇଛନ୍ତି ପରିମଳ ଗାୟନ। ଯୁବକ … Read more