କୋରିଆ ବିମାନ ଦୃଘଟଣାର ଜଣାପଡିଲା କାରଣ ପକ୍ଷୀ ମାଡ ହେବା ଦ୍ୱାରା ଘଟିଛି ଦୃଘଟଣା |
ବିମାନରେ ପକ୍ଷୀ ମାଡ ହେବା ଦ୍ୱାରା ଦୃଘଟଣା ଘଟିଥିବାର ଅନୁମାନ କରାଯାଉଛି | ବିମାନରେ ଜଣେ ବଂଚିଥିବା ବ୍ୟକ୍ତି ମଧ୍ୟ୍ୟ ପକ୍ଷୀ ମାଡ ହେବା ସୂଚନା ଦେଇଛନ୍ତି | ତଦନ୍ତ ଜାରି କରିଥିବା ଟିମ ମଧ୍ୟ୍ୟ ପକ୍ଷୀ ଦ୍ୱାରା ଦୃଘଟଣା ଘଟିଥିବା କହିଁଛନ୍ତି | ବିମାନ କ୍ରାସ ହେବା ଫଳରେ ଜଳିଗଲେ ୧୭୯ ଯାତ୍ରୀ ଏବେ କିଛି ଦିନ ତଳେ ବିମାନ କ୍ରାସ ହେବା ଘଟଣା ଦେଖାଦେଇଥିଲା | ଏବଂ ଏହା ଦିନକୁ ଦିନ ବଢ଼ିବାରେ ଲାଗିଛି … Read more