ଗତକାଲି କାର ଓ ବସ ଧକ୍କାରେ ପୋଲିସ କର୍ମଚାରୀ ମୂର୍ତ ?
ଗତକାଲି କାର ଓ ବସ ଧକ୍କାରେ ପୋଲିସ କର୍ମଚାରୀ ମୂର୍ତ । ଗତକାଲି କାର ଦୃଘଟଣାରେ ପୋଲିସ କର୍ମଚାରୀ ଓ ତାଙ୍କ ବନ୍ଧୁ ଦୃଘଟଣାରେ ମୁର୍ତ୍ୟୁ ବରଣ କରିଥିବା ସୂଚନା ମିଳୁଛି । ଦୃଘଟଣାଟି ଆନ୍ଦ୍ରପ୍ରଦେଶ ଅଞ୍ଚଳରେ ହୋଇଥିବା ଜଣାପଡୁଛି । ମୁମ୍ବାଇ ପୋଲିସ ସୁଧାକର ପଠାରେ ଡେପୁଟି କମିଶନର ଭାବେ କାର୍ଯ୍ୟ କରିଆସୁଛନ୍ତି ଗତକାଲି ଦୃଘଟଣାରେ ତାଙ୍କ ମୁର୍ତ୍ୟୁ ଘଟିଥିବା ସୂଚନା ମିଳୁଛି । ସୂଚନା ଅନୁଯାଇ ସୁଧାକର ପଠାରେ ଟ୍ରେନିଂ ପାଇଁ ହାଇଦ୍ରାବାଦ ଯାଇଥିବା … Read more