ଆଉ ଏକ ବଡ ସଫଳତା ଇସ୍ରୋକୁ ଆନ୍ଧ୍ର ଶ୍ରୀହରି କୋଟାରୁ ସଫଳ ଭାବେ ପ୍ରୋବା-୩ ଉତକ୍ଷେପଣ କରାଗଲା ।

Screenshot 2024 12 05 200336

ଆଉ ଏକ ବଡ ସଫଳତା ଇସ୍ରୋକୁ ଆନ୍ଧ୍ର ଶ୍ରୀହରି କୋଟାରୁ ସଫଳ ଭାବେ PSLV – C/5 ପ୍ରୋବା-୩ ଉତକ୍ଷେପଣ କରାଗଲା । ଭାରତରେ ପିଏଏଲଭି ଦ୍ୱାରା ଏହି ସାଟେଲାଇଟ ସୂର୍ଯ୍ୟର ବାହାର ଆସ୍ତରଣ ବିଷୟରେ ଗବେଷଣ କରିପାରିବ ଆଜି ଅପରାହ୍ନ ୪ଟା ୧୦ ରେ ହେବ ଉଦକ୍ଷେପଣ ହେଲା ପ୍ରୋବା ମିଶନରେ ଉପଗ୍ରହ ପ୍ରେରଣ କରାଯିବ… ଦୁଇଟିଯାକ ସାଟେଲାଇଟ୍‌ ଏକସଙ୍ଗେ ଗୋଟିଏ ଲାଇନ୍‌ରେ ମାତ୍ର ୧୫୦ ମିଟର ଦୂରତାରେ ପୃଥିବୀକୁ ପରିକ୍ରମା କରି ସୂର୍ଯ୍ୟ କୋରୋନାର … Read more