ରାଜ୍ୟର ପାଗରେ ବଡ ପରିବର୍ତନ

ରାଜ୍ୟର ପାଗରେ ବଡ ପରିବର୍ତନ

ଆଜି ରାଜ୍ୟର ପାଗରେ ବଡ ପରିବର୍ତନ ରାଜଧାନୀ ଭୁବନେଶ୍ୱରରେ ଏବଂ କଟକରେ ମଧ୍ୟ ସକାଳୁ ସକାଳୁ ବର୍ଷା ଲାଗି ରହିଛି । ଆଜି ଉପକୂଳ ଓଡ଼ିଶା ଏବଂ ଆଭ୍ୟନ୍ତରୀଣ ଓଡ଼ିଶା କୁ ନେଇ ବର୍ଷା ହେବ ବୋଲି ପୂର୍ବା ଅନୁମାନ କରାଯାଇଛି । ଏଥି ମଧ୍ୟରେ ଶୀତ ବଢିବାର ମଧ୍ୟ ସମ୍ଭାବନା ରହିଛି ୫ ରୁ ୬ ଡ଼ିଗ୍ରୀ ପାରଦ ତଳକୁ ଖସିପରେ । କଟକ ଆଉ ଭୁବନେଶ୍ୱର ଏବଂ ଆଖପାଖ ସ୍ଥାନରେ ବର୍ଷା ଜାରି ରହିଛି … Read more