ରାଜ୍ୟରେ ପୁଣିଥରେ ବର୍ଷା ସମ୍ଭାବନା ?

Screenshot 2025 02 22 180137 1

ରାଜ୍ୟରେ ପୁଣିଥରେ ବର୍ଷା ସମ୍ଭାବନା । ଆସନ୍ତାକାଲି ଓ ଆଜି ରାଜ୍ୟର କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବ ସହ ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ଦେଖିବାକୁ ମିଳିବ | ରାଜ୍ୟରେ ସମସ୍ତ ଜିଲ୍ଲା ଗୁଡିକରେ ପ୍ରବଳରୁ ଅତିପ୍ରବଳ ତାପମାତ୍ରା ବଢିବା ଦ୍ୱାରା ଅତ୍ୟଧିକ ଗରମ ବୃଦ୍ଧି ପାଉଥିଲା | ଲୋକମାନେ ବହୁ ଅସୁବିଧାର ସମୁଖିନ୍ନ ହୋଉଥିଲେ । ଆଗକୁ ରାଜ୍ୟରେ ବର୍ଷା ହେବ ନେଇ ଦୁଇ ଦିନ ପର୍ଯ୍ୟନ୍ତ ଗରମରୁ ରକ୍ଷା ପାଇବେ ସାଧାରଣ … Read more