ରାଜ୍ୟ ବାହାର ଲୁଟେରା ଗ୍ୟାଙ୍ଗକୁ ପୋଲିସର ଏନକାଉଣ୍ଟର ?

Screenshot 2025 02 17 110230

ରାଜ୍ୟ ବାହାର ଲୁଟେରା ଗ୍ୟାଙ୍ଗକୁ ପୋଲିସର ଏନକାଉଣ୍ଟର | ରାଜଧାନୀରେ କିଛି ଦିନ ଲୁଟେରା ମାନକ ରାଜ ଚାଲୁଥିଲା ଓ ବହୁ ମାତ୍ର ବନ୍ଦ ରହୁଥିବା ଆପାର୍ଟମେଣ୍ଟ ମାନଙ୍କରେ ଲୁଟେରା ମାନେ ଲୁଟ କରୁଥିଲେ ଏବଂ ଲୁଟ ପଛରେ ଏହି ଗ୍ୟାଙ୍ଗର ସାମିଲ ରହିଥିବା ସୂଚନା ମିଳୁଛି | ଘଟଣାଟି ଭୁବନେଶ୍ୱର ବାଲିଅନ୍ତା କେନାଲ ବନ୍ଧରେ ପୋଲିସ ଟିମ ଓ ଲୁଟେରା ଗ୍ୟାଙ୍ଗ ମଧ୍ୟରେ ଫାୟାରିଂ ହୋଇଥିଲା | ଗୁଳି ମାଡ଼ରେ ଲୁଟେରା ଗ୍ୟାଙ୍ଗର ଜଣେ ସଦସ୍ୟ ଗୋଡ଼ରେ … Read more