ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବା ଦ୍ୱାରା ପୁଣି ଆସୁଛି ବର୍ଷା ?
ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବା ଦ୍ୱାରା ପୁଣି ଆସୁଛି ବର୍ଷା । ରାଜ୍ୟରେ ଭୟଙ୍କର ଭୟଙ୍କର ତାପମାତ୍ରାରେ ଜଳୁଛି ସାରା ଓଡିଶା । ରାଜ୍ୟରେ ତାପମତ୍ରା ୪୦ ରୁ ୪୨ ଡିଗ୍ରୀ ପ୍ରାୟ ସମସ୍ତ ରାଜ୍ୟରେ ଦେଖାଦେଉଥିବା ବେଳେ ଆହୁରି ୪୩ ଡିଗ୍ରୀ କିଛି କିଛି ସ୍ଥାନରେ ବଢିବା ନେଇ ପାଣିପାଗ ବିଭାଗରୁ ସୂଚନା ମିଳୁଛି । ରାଜ୍ୟରେ ଖରାର ପରିମାଣ ବୃଦ୍ଧି ହଉଥିବା ବେଳେ ରାଜ୍ୟରେ ଏପ୍ରିଲ ୧ ତାରିଖରୁ ବର୍ଷା … Read more