ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା ?

Screenshot 2025 02 22 180137

ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା | ରାଜ୍ୟରେ ଆଗକୁ କାଳବୈଶାଖୀ ହେବା ନେଇ ୧୧ଟି ଜିଲ୍ଲାକୁ ସତର୍କ ସୂଚନା ଜାରିକରିଛି ପାଣିପାଗ ବିଭାଗ | ଆଜି ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବା ନେଇ ସୂଚନା ମିଳୁଛି | ରାଜ୍ୟରେ ବିଜୁଳି ଓ ଘଡଘଡି ହେବା ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସୂଚନା ମିଳୁଛି | ରାଜ୍ୟରେ ୧୧ ଟି ଜିଲ୍ଲାକୁ କାଳବୈଶାଖୀ ବର୍ଷା ହେବା ନେଇ ସତର୍କ ସୂଚନା ଜାରିକରଯାଇଛି | ସେହି … Read more