ତାପମାତ୍ରା ବୃଦ୍ଧି ଯୋଗୁ ରାସନ ସାମଗ୍ରୀ ବଣ୍ଟନ କରିବାର ସମୟ ନିଦ୍ଧାରିତ କରାଯାଇଛି ?
ତାପମାତ୍ରା ବୃଦ୍ଧି ଯୋଗୁ ରାସନ ସାମଗ୍ରୀ ବଣ୍ଟନ କରିବାର ସମୟ ନିଦ୍ଧାରିତ କରାଯାଇଛି | ରାଜ୍ୟରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ଯୋଗୁ ଖାଦ୍ୟ ଯୋଗାଣ ବିଭାଗରୁ ରାସନ ଚାଉଳ ବଣ୍ଟନ କରିବାର ନିଦ୍ଧାରିତ ସମୟ ସ୍ଥିର କରାଯାଇଛି | ସମସ୍ତ ହିତାଧିକାରୀ ମାନଙ୍କୁ ରାସନ ସାମଗ୍ରୀ ସକାଳ ୭ ଟାରୁ ୧୦ ଟା ଏବଂ ସନ୍ଧ୍ୟା ୫ଟାରୁ ୮ ଟା ଭିତରେ ରାସନ ଚାଉଳ ବଣ୍ଟନ ପ୍ରକ୍ରିୟା ହେବ ବୋଲି ଖାଦ୍ୟ ଯୋଗାଣ ବିଭାଗରୁ ସୂଚନା ମିଳୁଛି … Read more