ହିତାଧିକାରୀଙ୍କ ରାସନ କାର୍ଡ ହଠାତ୍ କଟିଯିବ ନାହିଁ ?
ହିତାଧିକାରୀଙ୍କ ରାସନ କାର୍ଡ ହଠାତ୍ କଟିଯିବ ନାହିଁ । ରାଜ୍ୟରେ କିଛି ଦିନ ହବ ରାସନ କାର୍ଡ e-kyc ଅପଡେଟ କରିବା ପାଇଁ ରାଜ୍ୟରେ ସମସ୍ତ ହିତାଧିକାରୀମାନଙ୍କୁ ସୂଚନା ଦିଆଯାଇଥିଲା । ତଥାପି ଅନେକ ହିତାଧିକାରୀ କିଛି ଅସୁବିଧା କାରଣରୁ e-kyc କରିବାରେ ଅସୁବିଧାର ସମୁଖିନ୍ନ ହୋଇଥିଲେ ଓ ଖାସ କରି ଯେଉଁ ହିତାଧିକାରୀ ରାଜ୍ୟ ବାହାରେ କାମ କରିଛନ୍ତି ସେମାନେ ରାସନ କାର୍ଡ ଅପଡେଟ କରିବାରେ ଅସୁବିଧାର ସମୁଖିନ୍ନ ହୋଇଛନ୍ତି । ଏପର୍ଯ୍ୟନ୍ତ ୩୦ ଲକ୍ଷ … Read more