ରାଉଲକେଲାରେ ମାଲବାହୀ ଟ୍ରେନ ଦୃଘଟଣା ?
ରାଉଲକେଲାରେ ମାଲବାହୀ ଟ୍ରେନ ଦୃଘଟଣା | ମାଲଗୋଦାମ ନିକଟରେ ମାଲବାହୀ ଟ୍ରେନ ଲାଇନରୁ ବାହାରିଯାଇ ବସ୍ତି ଭିତରକୁ ପଶିଯାଇଛି ଟ୍ରେନର ତିନୋଟି ବଗି ଲାଇନ ବାହାରକୁ ଆସିଥିବା ଜଣାପଡିଛି | ବଗି ଗୁଡିକ ରାସ୍ତା ଉପରେ ରହିଥିବାରୁ ଲୋକମାନେ ଯାତାୟାତ କରିବାରେ ବହୁ ବାଧା ସୃଷ୍ଟି ହୋଉଛି | ଏବଂ ମାଳବିହୀ ରୋଡ଼ରୁ ବାସନ୍ତୀ କଲୋନୀ ପର୍ଯ୍ୟନ୍ତ ଯିବା ଆସିବା କରିବାରେ ଲୋକମାନେ ବହୁ ଅସୁବିଧାର ସମୁଖିନ୍ନ ହୋଇଛନ୍ତି | ଓ ଘଟଣା ସ୍ଥଳରେ ରେଳବାହୀ କର୍ମଚାରୀ … Read more