ଖଟିଆରେ ନିଜ ସ୍ୱାମୀର ଶବକୁ ମଶାଣିଙ୍କୁ ବୋହିଲେ ସ୍ତ୍ରୀ ଓ ଝିଅ ?
ଖଟିଆରେ ନିଜ ସ୍ୱାମୀର ଶବକୁ ମଶାଣିଙ୍କୁ ବୋହିଲେ ସ୍ତ୍ରୀ ଓ ଝିଅ ? ଅନୁଗୁଳରୁ ଆଠମଲ୍ଲିକ ଥାନା ଶରଧା ମୁଣ୍ଡ ଗାଁରେ ଏକ ଦୁଃଖଦ ଖବର ଦେଖିବାକୁ ମିଳୁଛି | ଏବଂ ଖଟିଆରେ ବୋହି ସବର ଅନ୍ତିମ କାର୍ଯ୍ୟ ମଶାଣିରେ କରିଛନ୍ତି | ଯୁବକଙ୍କ ମୂର୍ତ ଶରୀରକୁ ୪ କାନ୍ଧ ଦେବା ପାଇଁ ଆସିଲେନି ଜଣେ ବି ମଣିଷ ଏକ ଦୁଃଖଦ ଖବର ଅନୁଗୁଳୁ ଅଞ୍ଚଳରୁ ଶୁଣିବାକୁ ମିଳୁଛି | ଯୁବକଙ୍କ ଜଣକ ଅଲଗା ଜାତିରେ ବିବାହ … Read more