ଷଣ୍ଢକୁ ଗାଁ ଲୋକେ କାବୁ କରିବାରେ ସଫଳ ହୋଇଛନ୍ତି ହେଲେ କିଛି ସମୟ ପରେ ଷଣ୍ଢଟିର ମୂର୍ତ କରିଛି ?

ଷଣ୍ଢକୁ ଗାଁ ଲୋକେ କାବୁ କରିବାରେ ସଫଳ ହୋଇଛନ୍ତି ହେଲେ କିଛି ସମୟ ପରେ ଷଣ୍ଢଟିର ମୂର୍ତ କରିଛି | କିଛି ଦିନ ହବ ଷଣ୍ଢଟି ସ୍ଥାନୀୟ ଲୋକମାନଙ୍କୁ ହଇରାଣ କରୁଥିଲା ଏବଂ କିଛି ଲୋକଙ୍କୁ ଆହତ ମଧ୍ୟ କରିଥିଲା | ହେଲେ ଆଜି ଷଣ୍ଢଟିକୁ ଧରିବା ପାଇଁ ଗାଁ ଲୋକ ଓ ପୋଲିସ କର୍ମଚାରୀ ଲାଗିଛନ୍ତି ଓ ଷଣ୍ଢଟିକୁ ଧରିବାରେ ଗାଁ ଲୋକ ସଫଳ ମଧ୍ୟ ହୋଇଛନ୍ତି କିଛି ସମୟ ପରେ ଷଣ୍ଢଟି ମୁର୍ତ୍ତୃ କରିବା … Read more

ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧା ମୂର୍ତ ?

ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧା ମୂର୍ତ ଭୁବନଶ୍ୱରରେ ଷଣ୍ଢର ଆକ୍ରମଣରେ ଜଣେ ବୃଦ୍ଧା ମୂର୍ତ ବରଣ କରିଛନ୍ତି ରାଜଧାନୀ ଉପକଣ୍ଠ ରୋକଟ ଗାଁରେ ଷଣ୍ଢର ଉତ୍ପାତ ଦେଖିବାକୁ ମିଳିଛି | ସ୍ଥାନୀୟ ବାସିନ୍ଧାମାନେ ବରିମୁଣ୍ଡ ଛକରେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି | ବୃଦ୍ଧା ମହିଳା ଷଣ୍ଢ ଆକ୍ରମଣରେ ମୁର୍ତ୍ୟୁ ବରଣ କରିଥିବାରୁ ସ୍ଥାନୀୟ ଲୋକମାନେ ଉତେଜ଼ାନ ଦେଖେଇଛନ୍ତି | ବୃଦ୍ଧା ମହିଳାଙ୍କ ମୂର୍ତ ଶରୀରକୁ ରାସ୍ତା ଉପରେ ରଖି ରାସ୍ତା ଅବରଧ କରିଛନ୍ତି | … Read more