ସରକାରୀ ଉଚ୍ଚ ବିଦ୍ୟାଳୟରୁ ମଧ୍ୟ୍ୟାନ ଭୋଜନ ଚାଉଳ ଚୋରି ?
ସରକାରୀ ଉଚ୍ଚ ବିଦ୍ୟାଳୟରୁ ମଧ୍ୟ୍ୟାନ ଭୋଜନ ଚାଉଳ ଚୋରି । ବୈପାରୀ ଗୁଡ଼ାର ସରକାରୀ ବିଦ୍ୟାଳୟରେ ଚାଉଳ ବସ୍ତା ଚୋରି ଖବର ସାମ୍ନାକୁ ଆସିଛି । ମଧ୍ୟ୍ୟାନ ଭୋଜନର ସମସ୍ତ ଦାୟିତ୍ୱ ଏସଏସଡି ଗୃପ ମହିଳା ମାନଙ୍କୁ ଦିଆଯାଇଛି । ସରକାରୀ ସ୍କୁଲରୁ ୧୩ ବସ୍ତା ଚାଉଳ ଚୋରି ହୋଇଥିବା ସୂଚନା ମିଳୁଛି । ଚାଉଳ ବସ୍ତା ଚୋରି କରିଥିବା ଦୁର୍ବୁତ୍ତ ମାନଙ୍କ ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିପାରିନାହିଁ । ଏବଂ ଆଜି ମଧ୍ୟ୍ୟାନ ଭୋଜନ ରୋଷେଇ … Read more