ଚାମ୍ପିଅନ୍ସ ଟ୍ରଫିର ଦୁତୀୟା ମ୍ୟାଚ ଭାରତ ବନାମ ବାଂଲାଦେଶ ?
ଚାମ୍ପିଅନ୍ସ ଟ୍ରଫିର ଦୁତୀୟା ମ୍ୟାଚ ଭାରତ ବନାମ ବାଂଲାଦେଶ । ଆଜି ଆଇସିସି ଚାମ୍ପିଅନ୍ସ ଟ୍ରଫିର ଭାରତ ବନାମ ବାଂଲାଦେଶ ମ୍ୟାଚ ଦେଖିବାକୁ ମିଳିବ | ପାକିସ୍ତନରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରାଯାଇଛି । ହେଲେ ଭାରତର ସମସ୍ତ ମ୍ୟାଚ ପାକିସ୍ତାନରେ ଖେଳାଯିବ ନାହିଁ ଆଜି ଭାରତର ଓ ବାଂଲାଦେଶ ମ୍ୟାଚ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ ଆଜି ୨ . ୩୦ ମିନିଟରେ ଆରମ୍ଭ ହେବାକୁ ଯାଉଛି ବାଂଲାଦେଶ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ … Read more