ଟ୍ରେନରୁ ଖସିପଡି ୫ ଯାତ୍ରୀ ମୁର୍ତ୍ୟୁ ?
ଟ୍ରେନରୁ ଖସିପଡି ୫ ଯାତ୍ରୀ ମୁର୍ତ୍ୟୁ । ଏଭଳି ଏକ ଦୁଃଖଦ ଘଟଣା ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସରେ ଘଟିଥିବା ସୂଚନା ମିଳୁଛି । ଚଳନ୍ତା ଟ୍ରେନରୁ ଖସିପଡି ୫ ଜଣ ଯାତ୍ରୀ ମୁର୍ତ୍ୟୁ କରିଥିବା ବେଳେ ୧୦ ରୁ ୧୨ ଜଣ ଯାତ୍ରୀ ଟ୍ରେନରୁ ଖସିପଡି ଆହତ ହୋଇଛନ୍ତି | ରେଳ କର୍ମଚାରୀଙ୍କ କହିବା ଅନୁଯାଇ ୧୦-୧୨ ଜଣ ଟ୍ରେନରୁ ଖସିପଡିଥିଲେ । ସେମାନଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କ ଅତ୍ୟଧିକ ଗୁରୁତର ହୋଇଥିବା ଜଣାପଡିଛି … Read more