ଟ୍ରେନରୁ କୋଇଲା ଚୋରି କଲାବେଳେ ଜଳିଗଲେ ୨ ନାବାଳକ ?
ଟ୍ରେନରୁ କୋଇଲା ଚୋରି କଲାବେଳେ ଜଳିଗଲେ ୨ ନାବାଳକ । ଘଟଣାଟି ପାରାଦୀପ ଥାନା ନିକଟରେ ଥିବା ଓଭରବ୍ରିଜ୍ ତଳେ ଦୃଘଟଣା ଘଟିଥିବା ସୂଚନା ମିଳୁଛି । କୋଇଲା ଟ୍ରେନରେ ଦୁଇଜଣ ନାବାଳକ ଚାଲୁଥିବା ଟ୍ରେନରେ ଚଢି କୋଇଲା ଚୋରି କରୁଥିବା ସମୟରେ ବିଦ୍ୟୁତ ସଂଶର୍ପରେ ଆସି ପୋଡି ହୋଇ ମୁର୍ତ୍ୟୁ ବରଣ କରିଛନ୍ତି । ୨ ଜଣ ଆହତ ନାବଳକ ହେଉଛନ୍ତି ନନ୍ଦନ ନଣ୍ଡା ଓ ତାଙ୍କ ସାଙ୍ଗ ବନ୍ଧୁ ସହ ମିଶି କୋଇଲା ଚୋରି … Read more