ଟ୍ରାକ କାର ଧକ୍କାରେ ୨ ଜଣ ମୂର୍ତ ?
ଟ୍ରାକ କାର ଧକ୍କାରେ ୨ ଜଣ ମୂର୍ତ ଘଟଣାଟି | ଖୋର୍ଦ୍ଧା ପିତାପଲ୍ଲୀ ଛକରେ ଦୃଘଟଣା ଘଟିଥିବା ଜଣାପଡିଛି ଟ୍ରାକକୁ ପଛରୁ ପିଟିଥିଲା କାର ଡ୍ରାଇଭର ଜଣକ ୨ ଜଣକର ମୁର୍ତ୍ୟୁ ଘଟିବ ସହ ୧ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି | ଗୁରୁତର ବ୍ୟକ୍ତିଙ୍କୁ ପାଖ ମେଡିକାଲରେ ଭର୍ତି କରାଯାଇଛି ଦୃଘଟଣାରେ ମୁର୍ତ୍ୟୁ ବରଣ କରିଥିବା ଲୋକମାନେ ପୁରୀର ବାସିନ୍ଦା ବୋଲି ଜଣାପଡୁଛି ବିଶ୍ୱ କୀର୍ତନ ମିଶ୍ର ବିଶ୍ୱ ରଞ୍ଜନ ସେଠି , ପ୍ରଶାନ୍ତ … Read more