ଟ୍ରକ ଦୃଘଟଣାରେ ଜଣେ ଶ୍ରମିକ ମୁର୍ତ୍ୟୁ ?

Screenshot 2025 02 18 084910

ଟ୍ରକ ଦୃଘଟଣାରେ ଜଣେ ଶ୍ରମିକ ମୁର୍ତ୍ୟୁ ଦୃଘଟଣାଟି କୁଜଙ୍ଗ ଅଞ୍ଚଳରେ ଘଟିଥିବା ଜଣାପଡୁଛି | ଗତ କାଲି ରାତିରେ ଦୃଘଟଣା ଘଟିଥିବା ସୂଚନା ମିଳୁଛି ଏକ ଭୟଙ୍କର ଦୃଘଟଣାରେ ଜଣେ ଶ୍ରମିକ ମୁର୍ତ୍ୟୁ ବରଣ କରିଛନ୍ତି | ଓ ଟ୍ରକ ଡ୍ରାଇଭର ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି | ଟ୍ରକଟି ପାରାଦୀପକୁ ଯାଉଥିବାବେଳେ ଦୃଘଟଣାର ଶିକାର ହୋଇଛି | ଟ୍ରକରେ ମଦ ପେଟି ଲୋଡ଼ ହୋଇଥିଲା ଓ ପାରାଦୀପର ଦୋକାନକୁ ମଦ ଯାଉଥିବା ସୂଚନା ମିଳୁଛି … Read more