ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଅସୁସ୍ଥ ହେବାରୁ ଏମ୍ସରେ ଭର୍ତ୍ତି କରାଯାଇଛି ?

Screenshot 2025 03 09 121733

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଅସୁସ୍ଥ ହେବାରୁ ଏମ୍ସରେ ଭର୍ତ୍ତି କରାଯାଇଛି | ଉପରାଷ୍ଟ୍ରପତିଙ୍କ ଛାତିରେ ଯନ୍ତ୍ରଣା ହେବା ଫଳରେ ଏମ୍ସରେ ଭର୍ତ୍ତି କରାଯାଇଥିବା ସୂଚନା ମିଳୁଛି । ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ୭୩ ବର୍ଷୀ ବୟଷ ହୋଇଥିବା ସୂଚନା ମିଳୁଛି | ଉପରାଷ୍ଟ୍ରପତିଙ୍କୁ ରାତି ପ୍ରାୟ ୨ଟା ସମୟ ଭିତରେ ହସ୍ପିଟାଲକୁ ନିଆଯାଇଥିଲା। AIIMSର ହୃଦରୋଗ ବିଭାଗ ମୁଖ୍ୟ ଡାକ୍ତର ରାଜୀବ ନାରଙ୍ଗଙ୍କ ଅଧୀନରେ କ୍ରିଟିକାଲ୍ କେୟାର ୟୁନିଟ୍ (CCU)ରେ ଭର୍ତ୍ତି କରାଯାଇଛି ଚିକିର୍ଷା କାର୍ଯ୍ୟ ଚାଲୁଅଛି … Read more