ଓଡ଼ିଆ ଚଳଚିତ୍ରର ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ପରଲୋକ ?

Screenshot 2025 02 28 211211 2

ଓଡ଼ିଆ ଚଳଚିତ୍ରର ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ପରଲୋକ । ଉତ୍ତମ ମହାନ୍ତିଙ୍କ କିଛି ଦିନ ହବ ସ୍ଵାସ୍ଥ ଖରାପ ହେତୁ ଦିଲ୍ଳୀରେ ଏକ ମେଡିକାଲରେ ଚିକିର୍ଷା କାର୍ଯ୍ୟ ଚାଲିଥିଲା । ଗୁରୁବାର ଦିନ ରାତିରେ ଚିକିର୍ଷା ଧୀନ ଅବସ୍ଥାରେ ତାଙ୍କ ମୁର୍ତ୍ୟୁ ଘଟିଥିବା ସୂଚନା ମିଳୁଛି | ଉତ୍ତମ ମହାନ୍ତି ୬୭ ବର୍ଷ ବୟଷରେ ମୁର୍ତ୍ୟୁ ବରଣ କରିଛନ୍ତି । ଆଜି ଉତ୍ତମ ମହାନ୍ତିଙ୍କ ମୂର୍ତ ଶରୀର ଭୁବନେଶ୍ୱରକୁ ତାଙ୍କ ବାସଭବନଙ୍କୁ ଯାଇଥିବାବେଳେ | ଉତ୍ତମ ମହାନ୍ତିଙ୍କୁ … Read more