ଟିକେଟ ପାଇଁ ଠେଲାପେଲା ?

ଟିକେଟ ପାଇଁ ଠେଲାପେଲା ଭାରତ ଇଂଲଣ୍ଡ ମ୍ୟାଚ ଦେଖିବା ପାଇଁ ଲୋକମାନେ କାଲିଠୁ ବାରବାଟୀରେ ଭିଡ ଦେଖିବାକୁ ମିଳିଥିଲା | ଏବଂ ପୁରୁଷ ଓ ମହିଳା ଓ ହଜାର ହଜାର ଲୋକମାନେ କାଲିଠୁ ଟିକେଟ ନେବାପାଇଁ ଲାଇନ ରେ ଠିଆହୋଇଛନ୍ତି | ଏବଂ ଆଜି ସକାଳେ ଟିକେଟ କାଉଣ୍ଟର ଖୋଲିବା ପରେ ଅତ୍ୟଧିକ ମାତ୍ରାରେ ଲୋକମାନ ଟିକେଟ ପାଇଁ ଠେଲା ପେଲା ଦେଖାଦେଉଛି | ମହିଳା ,ପୁରୁଷ ଦୀର୍ଘ ଘଣ୍ଟା ଧରି ଲାଇନରେ ଠିଆ ହେବାଦ୍ବାରା ଲୋକମାନେ … Read more

କାଲି ସକାଳ ୯ ଟାରେ ଖୋଲିବ ବାରବାଟୀରେ ଟିକେଟ କାଉଣ୍ଟର ?

କାଲି ସକାଳ ୯ ଟାରେ ଖୋଲିବ ବାରବାଟୀରେ ଟିକେଟ କାଉଣ୍ଟର | ଆସନ୍ତା ୯ ତାରିଖରେ ଭାରତ ଇଂଲଣ୍ଡ ମ୍ୟାଚ ବାରବାଟୀରେ ରହିଅଛି | ସେଥିପାଇଁ କ୍ରିକେଟ ଫ୍ୟାନ ବହୁ ଉତ୍ସାହ ଅଛନ୍ତି ବହୁ ବର୍ଷ ଧରି କଟକ ବାରବାଟୀ ଷ୍ଟାଡିୟମରେ ଖେଳ ବନ୍ଦ ରହିଥିଲା | ଏବଂ ଆସନ୍ତା ୯ ତାରିଖରେ ଭାରତର ମ୍ୟାଚ ରହିଥିବା ନେଇ ଆଜିଠୁ ଟିକେଟ ପାଇଁ ଭିଡ ଦେଖିବାକୁ ମିଳୁଛି ହଜାର ହଜାର କ୍ରିକେଟ ଫ୍ୟାନ ଆଜିଠୁ ଲାଇନ ଲଗେଇବା … Read more

ମାଲବାହୀ ଟ୍ରେନ ମୁହାଁ ମୁହିଁ ?

ମାଲବାହୀ ଟ୍ରେନ ମୁହାଁ ମୁହିଁ | ଉତରପ୍ରଦେଶର ଫତେପୁରଠାରେ ୨ ଟା ମାଲବାହୀ ଟ୍ରେନ ଧକ୍କା ହୋଇଛି | ଏବଂ ଦୃଘଟଣାରେ ୨ ଜଣ ଟ୍ରେନ କର୍ମଚାରୀ ଆହତ ହୋଇଛନ୍ତି ରେଳ ବିଭାଗୀୟ କର୍ମଚାରୀ ଦୃଘଟଣାରେ ଲୋକମାନଙ୍କୁ ଉଦ୍ଧାର କାର୍ଯ୍ୟ କରିଛନ୍ତି | ଏବଂ ଦୃଘଟଣାରେ ୨ ଆହତ କର୍ମଚାରୀଙ୍କୁ ପାଖ ମେଡିକାଲରେ ଭର୍ତି କରାଯାଇଛି |୨ ଯାକ ମାଲବାହୀ ଟ୍ରେନ ଗୋଟିଏ ଟ୍ରାକରେ ଆସୁଥିବାବେଳେ ଦୃଘଟଣା ଘଟିଥିଲା | ଏବଂ ଦୃଘଟଣା ପରେ ଅନେକ ଟ୍ରେନ … Read more

ଫେବୃଆରୀ ୧୮ ତାରିଖରୁ ଆରମ୍ଭ ହେବ +୨ ପିଲାଙ୍କ ପରୀକ୍ଷା ?

ଫେବୃଆରୀ ୧୮ ତାରିଖରୁ ଆରମ୍ଭ ହେବ +୨ ପିଲାଙ୍କ ପରୀକ୍ଷା | ଯୁକ୍ତ ଦୁଇ ପରୀକ୍ଷା ନେଇ ସରିଲା ବୈଠକ ଯୁକ୍ତ ଦୁଇ ପରୀକ୍ଷା ପ୍ରସ୍ତୁତି ନେଇ CHSE ର ଗୁରୁତ୍ୱପୂର୍ଣ ସୂଚନା ବେବୃଆରୀ ୧୮ ତାରିଖରୁ ମାର୍ଚ୍ଚ ୨୭ ତାରିଖ ଯାଏ ଚାଲିବ +୨ ପିଲାଙ୍କର ପରୀକ୍ଷା | କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ପିଲାମାନେ ପରୀକ୍ଷା ଦେବେ | ୧୨୭୬ ସେଣ୍ଟରରେ ପରୀକ୍ଷା ଦେବେ ଯୁକ୍ତ ଦୁଇ ପିଲମାନେ ସର୍ବମୋଟ 3,93,୬୨୮ ପିଲା ପରୀକ୍ଷା … Read more

ମୋ ବସ ଧକ୍କାରେ ୧୨ ବର୍ଷର ଝିଅ ମୁର୍ତ୍ୟୁ ?

ମୋ ବସ ଧକ୍କାରେ ୧୨ ବର୍ଷର ଝିଅ ମୁର୍ତ୍ୟୁ | ଭୁବନେଶ୍ୱର ରଘୁନାଥପୁରରେ ଏଭଳି ଏକ ଦୃଘଟଣା ଘଟିଛି | ଆଜି ସକାଳୁ ସକାଳୁ ଦୃଘଟଣା ଘଟିଛି ଝିଅଟି ସାଇକଲରେ ଯାଉଥିଲା ଏବଂ ରାସ୍ତା କ୍ରସ କରୁଥିବା ବେଳେ ମୋ ବସ ଗାଡି ଡ୍ରାଇଭର ଜଣକ କୁନି ଝିଅ ଉପରେ ଗାଡି ଧକ୍କା କରିଛନ୍ତି | ଯାହା ଫଳରେ ଝିଅଟି ମୁର୍ତ୍ୟୁ ବରଣ କରିଛି ଝିଅଟିକୁ ମାତ୍ର ୧୨ ବର୍ଷ ବୟସ ହୋଇଥିଲା | ଘଟଣା ସ୍ଥଳରେ … Read more

ଲାଇଟ ସାଉଣ୍ଡ ଦୋକାନରେ ନିଆଁ ଲାଗି ଲକ୍ଷ୍ୟାଧିକ ଟଙ୍କାର ଜିନିଷ ନଷ୍ଟ ?

ଲାଇଟ ସାଉଣ୍ଡ ଦୋକାନରେ ନିଆଁ ଲାଗି ଲକ୍ଷ୍ୟାଧିକ ଟଙ୍କାର ଜିନିଷ ନଷ୍ଟ | ଭୁବନେଶ୍ୱରର ଆଇଗିଣିଆ ନିକଟରେ ଆଜି ସନ୍ଧ୍ୟାରେ ଏକ ଭୟାନକ ଅଗ୍ନିକାଣ୍ଡ ହୋଇଛି | ଯାହା ଫଳରେ ଲାଇଟ ସାଉଣ୍ଡ ଡିଜେ ସବୁ ପୋଡି ହୋଇ ନଷ୍ଟ ହୋଇଛି | ଗୋଦାମ ମାଲିକ ଜଣକ କହିଛନ୍ତି ସନ୍ଧ୍ୟା ୫.୩୦ ମିନିଟରେ ଅଚାନକ ନିଆଁ ଲାଗିବ ଆରମ୍ଭ ହୋଇଥିଲା | ଗୋଦାମର ପଛପଟ୍ଟୁ ନିଆଁ ଲାଗିଥିଲା ବୋଲି ଗୋଦାମ ମାଲିକ ଜଣକ କହିଥିଲେ | କେମିତି … Read more

ଟ୍ରକ ଗାଡି ଧକ୍କାରେ ୬ ଜଣ ମ୍ୟର୍ତ୍ୟୁ ବରଣ କରିଛନ୍ତି ?

ଟ୍ରକ ଗାଡି ଧକ୍କାରେ ୬ ଜଣ ମ୍ୟର୍ତ୍ୟୁ ବରଣ କରିଛନ୍ତି ଉତ୍ତର ପ୍ରଦେଶର ସନଭଦ୍ର ଜିଲ୍ଲାର ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଟ୍ରକ କାର ଧକ୍କା ହେବ ଦ୍ୱାରା ୬ ଜଣକ ମୁର୍ତ୍ୟୁ କରିଥିବା ସୂଚନା ମିଳିଛି | ଦୃଘଟଣାରେ ତିନି ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି | ଆହତ ବ୍ୟକ୍ତି ମାନଙ୍କୁ ପାଖ ମେଡିକାଲରେ ଭର୍ତି କରାଯାଇଛି | କାର ଓ ଟ୍ରକ ମଧ୍ୟରେ କିପରି ଦୃଘଟଣା ଘଟିଥିଲା ? … Read more

ପାରାଦୀପ ଲାଇଟ ହାଉସ ନିକଟରେ ଦୃଘଟଣା ?

ପାରାଦୀପ ଲାଇଟ ହାଉସ ନିକଟରେ ଦୃଘଟଣା | ବୋଲର ଗାଡି ଧକ୍କାରେ ୨ ଜଣ ଆହତ ହୋଇଛନ୍ତି ଫୁଟପାଥରେ ରହିଥିବା ଉଠା ଦୋକାନ ଉପରେ ଚଢିଯାଇଥିଲା ବୋଲର | ଏବଂ ଦୃଘଟଣାରେ ୨ ଜଣ ଆହତ ବ୍ୟକ୍ତି ମାନଙ୍କୁ ପାଖ ମେଡ଼ିକାଲରେ ଭର୍ତି କରାଯାଇଛି | ପାରାଦୀପରେ ରହିଥିବା ଲାଇଟ ହାଉସ ପାଖରେ ଏଭଳି ଏକ ଦୃଘଟଣା ଘଟିଛି |ଦୃଘଟଣା କରିଥିବା ବୋଲର ଡ୍ରାଇଭର ଜଣକୁ ଜଟାଧାର ସାମୁଦ୍ରିକ ଥାନାରେ ଅଟକ ରଖାଯାଇଛି | ଦୃଘଟଣା କାରଣ … Read more

OSRTC ବସ ଦୃଘଟଣାରେ ୨ ଜଣ ମୂର୍ତ ?

OSRTC ବସ ଦୃଘଟଣାରେ ୨ ଜଣ ମୂର୍ତ | ଗତ କାଲି OSRTC ବସର ଦୃଘଟଣା ଘଟିଥିଲା ଦୃଘଟଣାରେ ୨ ଜଣ ଯାତ୍ରୀ ମୁର୍ତ୍ୟୁ କରିଥିବା ନେଇ ସୂଚନା ମିଳିଛି | ଏବଂ ୨୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ବସ ଭିତରେ ୪୦ ରୁ ୪୫ ଜଣ ଯାତ୍ରୀ ରହିଥିବାର ସୂଚନା ମିଳିଛି | ଦୃଘଟଣାରେ ଗୁରୁତର ଯାତ୍ରୀ ମାନଙ୍କୁ ପାଖ ମେଡିକାଲରେ ଭର୍ତି କରାଯାଇଛି ଯାତ୍ରୀମାନେ ସମସ୍ତେ ସୁସ୍ଥ ଅଛନ୍ତି ବୋଲି ଡ଼କ୍ଟର … Read more

ବାଙ୍କୀ ଅଂଶୁପା ପୋଲିସ ଷ୍ଟେସନ ନିକଟରେ ଘଟିଛି ଦୃଘଟଣା ?

ବାଙ୍କୀ ଅଂଶୁପା ପୋଲିସ ଷ୍ଟେସନ ନିକଟରେ ଘଟିଛି ଦୃଘଟଣା | ପିକଅପ ଗାଡି ଓଲଟିପଡ଼ି ୨୦ ରୁ ଅଧିକ ଛାତ୍ର ଛାତ୍ରୀ ଆହତ ହୋଇଛନ୍ତି ଦୃଘଟଣାରେ ସମସ୍ତ ଆହତ ଛାତ୍ର ଛାତ୍ରୀ ମାନଙ୍କୁ ଆଠଗର୍ଡ଼ ମେଡିକାଲରେ ଭର୍ତି କରାଯାଇଛି | ଛାତ୍ର ଛାତ୍ରୀ ମାନେ ସ୍କୁଲରୁ ପେରେଡ ଗ୍ରାଉଣ୍ଡକୁ ଗାଡ଼ିରେ ଯାଉଥିବାବେଳେ ଦୃଘଟଣା ଘଟିଥିଲା | ଦୃଘଟଣାରେ ୨୦ ରୁ ଅଧିଆ ଆହତ ହେବ ସହ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୁର୍ତ୍ୟୁ ଘଟିଥିବା ନେଇ ସୂଚନା … Read more