ଓଡିଶା ରାଜ୍ୟ ହବ ଯୌତୁକ ମୁକ୍ତ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ?
ଓଡିଶା ରାଜ୍ୟ ହବ ଯୌତୁକ ମୁକ୍ତ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଓଡ଼ିଶାରେ ଯୌତୁକ ଏକ ସାମାଜିକ ପ୍ରଥା ଭାବରେ ସବୁବେଳେ ଦେଖାଦେଇଥାଏ ଏବଂ ଯୌତୁକ ଏକ ବ୍ୟକ୍ତିଗତ ନୁହଁ କି ସଂସ୍କୃତି ନୁହେ ଏହା ଏକ ସାମାଜିକ ପ୍ରଥାଭବେ ପରିଗଣିତ ହୋଇଛି । ଯୌତୁକ ନିଷେଧ ଆଇନ ୧୯୬୧ ମସିହାରେ ବନ୍ଦ କରାଯାଇଥିଲା ମଧ୍ୟ ଏବେବି ଓଡ଼ିଶାରେ ଯୌତୁକ କାରବାର ଚାଲିଅଛି ।ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଯୌତୁକ ପ୍ରଥା ରୋକିବା ନିମନ୍ତେ … Read more