ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି ସୁଭଦ୍ରା ଯୋଜନା ଦ୍ୱିତୀୟ କିସ୍ତିରେ ୧ ଲକ୍ଷ ୮୯ ହଜାର ମହିଳା ବାଦ ପଡିଛନ୍ତି ?

Screenshot 2025 03 29 194820

ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି ସୁଭଦ୍ରା ଯୋଜନା ଦ୍ୱିତୀୟ କିସ୍ତିରେ ୧ ଲକ୍ଷ ୮୯ ହଜାର ମହିଳା ବାଦ ପଡିଛନ୍ତି । ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିରେ ୫ ହଜାର ୩୨ କୋଟି ୯୩ ଲକ୍ଷ ଟଙ୍କା ମହିଳା ମନକୁ ଦିଆଯାଇଥିବା ବେଳେ ଓ ଦ୍ୱିତୀୟ କିସ୍ତିରେ ମହିଳା ମାନଙ୍କୁ ୪ ହଜାର ୯୪୧ କୋଟି ଟଙ୍କା ସରକାର ପ୍ରଦାନ କରିଥିବା ସୂଚନା ମିଳୁଛି । ସୁଭଦ୍ରା ଯୋଜନାର ଦୁତୀୟା କିସ୍ତିରେ ୧ ଲକ୍ଷ ୮୩ ହଜାର … Read more

ସରକାର ମଦରୁ କୋଟି କୋଟି ଟଙ୍କାର ରାଜସ୍ବ ପାଉଛନ୍ତି ?

Screenshot 2025 03 29 184445

ସରକାର ମଦରୁ କୋଟି କୋଟି ଟଙ୍କାର ରାଜସ୍ବ ପାଉଛନ୍ତି | ରାଜ୍ୟରେ ମଦର ବେପାର ଦିନକୁ ଦିନ ବଢୁଥିବା ସୂଚନା ମିଳୁଛି । ସରକାର ମଧ୍ୟ ସବୁଠାରୁ ଅଧିକ ରାଜସ୍ବ ମଦରୁ ପାଉଛନ୍ତି । ରାଜ୍ୟରେ ୨୦୧୪ ମସିହାରୁ ମଦରୁ ୨୦୩୮.୭୯ କୋଟି ଟଙ୍କାର ରାଜସ୍ୱ ଆଦାୟ ହେଉଥିବା ଜଣାପଡୁଛି ଏହାର ପରବର୍ତୀ ସମୟରେ ଦୁଇରୁ ତିନି ଗୁଣ ବଢି ୨୦୨୪ରେ ଏହାର ପରିମାଣ ୭୭୮୬.୧୪ କୋଟି ଟଙ୍କାରେ ହୋଇଥିବା ସୂଚନା ମିଳୁଛି । ରାଜ୍ୟରେ ଏହା … Read more

ୟୁକ୍ରେନ ଉପରେ ବାରମ୍ବାର ଡ୍ରୋନ ଆକ୍ରମଣ କରୁଛି ଋଷ ?

Screenshot 2025 03 29 155612

ୟୁକ୍ରେନ ଉପରେ ବାରମ୍ବାର ଡ୍ରୋନ ଆକ୍ରମଣ କରୁଛି ଋଷ | ରୁଷ ଆଗରୁ ମଧ୍ୟ ଅନେକ ଥର ୟୁକ୍ରେନ ଉପରେ ଦ୍ରୋନ ଆକ୍ରମଣ କରିଥିବା ଦେଖିବାକୁ ମିଳିଥିଲା | ଗତକାଲି ପୁଣି ରୁଷ ୟୁକ୍ରେନ ଉପରେ ଦ୍ରୋନ ଆକ୍ରମଣ କରିଥିବା ସୂଚନା ମିଳୁଛି | ଦ୍ରୋନ ଆକ୍ରମଣରେ ୟୁକ୍ରେନର ୪ ଜଣ ମୁର୍ତ୍ୟୁ କରିଥିବା ବେଳେ ୧୯ ଜଣ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳୁଛି | ଗତକାଲି ବିଳମ୍ବିତ ରାତିରେ ରୁଷ ଦ୍ରୋନ ଆକ୍ରମଣ … Read more

ମିଆଁମାର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ବଢୁଥିବା ସୂଚନା ମିଳୁଛି ?

Screenshot 2025 03 29 151541

ମିଆଁମାର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ବଢୁଥିବା ସୂଚନା ମିଳୁଛି । ମିଆଁମାରରେ ଭୟଙ୍କର ଭୂମିକମ୍ପରେ ବର୍ତ୍ତମାନ ସୁଦ୍ଧା ୧ ହଜାରରୁ ଅଧିକ ଲୋକ ମୃତ୍ୟୁ କରିଥିବା ନେଇ ସୂଚନା ମିଳୁଛି । ଆଗକୁ ମଧ୍ୟ୍ୟ ମୁର୍ତ୍ୟୁ ସଂଖ୍ୟା ବଢିପାରେ ବୋଲି ଜଣାପଡୁଛି | ଭୟଙ୍କର ଭୂମିକମ୍ପରେ ୨ ହଜାରରୁ ଉର୍ଧ ଲୋକ ଆହତ ହୋଇଥିବା ନେଇ ସୂଚନା ମିଳୁଛି । ଏଭଳି ଏକ ଭୂକମ୍ପରେ ଲୋକମାନେ ନିଜର ଜୀବନ ଓ ଘର ବାଜି ଲାଗିଥିବାବେଳେ ବହୁତ ଅସୁବିଧାର … Read more

ତେଲେଙ୍ଗାନାର ଟନେଲ ଭୁଶୁଡ଼ିବା ଘଟଣା, ମାସକ ପରେ ଉଦ୍ଧାର ହେଲା ଦ୍ବିତୀୟ ମୃତଦେହ ?

Screenshot 2025 03 26 210946

ତେଲେଙ୍ଗାନାର ଟନେଲ ଭୁଶୁଡ଼ିବା ଘଟଣା, ମାସକ ପରେ ଉଦ୍ଧାର ହେଲା ଦ୍ବିତୀୟ ମୃତଦେହ । ତେଲେଙ୍ଗାନାରେ ଗୋଟିଏ ମାସ ହବ ଟନେଲ ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ ଏକ ବହୁତ ବଡ ଅଘଟଣ ଘଟିଥିଲା । ଟନେଲ କାର୍ଯ୍ୟ କରିବା ପାଇଁ ଶ୍ରମିକମାନେ ଭିତରକୁ ଯାଇଥିବାବେଳେ ଟନେଲ ଭୁଶୁଡିବା ଦ୍ୱାରା ଟନେଲ ଭିତରେ ୮ ଜଣ ଶ୍ରମିକ ଫସିରହିଥିବା ସୂଚନା ମିଳିଥିଲା । ହେଲେ ଆଜି ଟନେଲ ଭିତରୁ ଦୁତୀୟ ମୂର୍ତ ଦେହ ମିଳିଛି ବିଲି ସୂଚନା ମିଳୁଛି … Read more

ଛତିଶଗଡ଼ର ରହିଥିବା ସୁକମା ଜିଲାରେ ୯ ଜଣ ନକ୍ସଲ ଆତ୍ମସମର୍ପଣ କରିଥିବା ସୂଚନା ମିଳୁଛି ?

Screenshot 2025 03 26 165354

ଛତିଶଗଡ଼ର ରହିଥିବା ସୁକମା ଜିଲାରେ ୯ ଜଣ ନକ୍ସଲ ଆତ୍ମସମର୍ପଣ କରିଥିବା ସୂଚନା ମିଳୁଛି । ମାଓବାଦୀଙ୍କ ନାମରେ ୨୬ ଲକ୍ଷ ଟଙ୍କାର ସାମୂହିକ ପୁରସ୍କାର ଘୋଷଣା କରିଥିଲେ ସରକାର । ଆତ୍ମସମର୍ପଣ କରିଥିବା ନକ୍ସଲ ମାନଙ୍କ ମାଧ୍ୟ୍ୟରେ ଛଅ ଜଣ ମହିଳା ଆତଙ୍କବାଦୀ ରହିଥିବା ଜଣାପଡୁଛି | ସୁକମା ପୁଲିସ କର୍ମଚାରୀ ଅଧିକ୍ଷକ କିରଣ ଚଭନ ସୂଚନା ଦେଇଛନ୍ତି । ଅମାନବୀୟ ମାଓ ଚିନ୍ତାଧାରା ମାଓବାଦୀମାନେ ଭାରତୀୟ ଯବାନ ଉପରେ ଆକ୍ରମଣ କରୁଥିବା ପ୍ରାୟତ ଦେଖାଦେଇଥାଏ … Read more

ରାଜ୍ୟରେ ପୁଣି ୨୯ ତାରିଖରୁ ବଢିବ ଖରା ?

Screenshot 2025 03 25 185116

ରାଜ୍ୟରେ ପୁଣି ୨୯ ତାରିଖରୁ ବଢିବ ଖରା । ରାଜ୍ୟରେ କାଳବୈଶାଖୀ ବର୍ଷା କମିବାରୁ ସମସ୍ତ ଜିଲ୍ଲା ଗୁଡିକରେ ପୁଣି ଥରେ ଖରାର ପ୍ରଭାବ ଦେଖିବାକୁ ମିଳିବ | ତାପମାତ୍ରା ଅତ୍ୟଧିକ ବଢିବା ନେଇ ସୋନପୁର, ବଲାଙ୍ଗୀର , ସମ୍ବଲପୁର ଓ କଳାହାଣ୍ଡିକୁ ସତର୍କ କରାଯାଇଛି । ରାଜ୍ୟରେ ୩ ଦିନ ଭିତରେ ୬ ଡିଗ୍ରୀ ତାପମାତ୍ରା ବଢ଼ିବ। ନେଇ ସୂଚନା ମିଳୁଛି ଏବଂ ରାତିର ତାପମାତ୍ରା ୨ ରୁ ୩ ଦିନ ଭିତରେ ୩ ଡିଗ୍ରୀ … Read more

କେନ୍ଦ୍ର ସରକାରଙ୍କ ସାଂସଦଙ୍କ ଦରମା ବୃଦ୍ଧି କରିବା ନେଇ ଘୋଷଣା କରାଯାଇଛି ?

Screenshot 2025 03 24 182815

କେନ୍ଦ୍ର ସରକାରଙ୍କ ସାଂସଦଙ୍କ ଦରମା ବୃଦ୍ଧି କରିବା ନେଇ ଘୋଷଣା କରାଯାଇଛି । ପୂର୍ବରୁ ସାଂସଦମାନେ 1 ଲକ୍ଷ ଟଙ୍କା ଦରମା ପାଉଥିଲେ ଏହା ବୃଦ୍ଧି କରାଯାଇ 1.24 ଲକ୍ଷ ଟଙ୍କା ଦରମା ପାଇବେ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ସରକାରଙ୍କ ସାଂସଦଙ୍କ ପେନସନ ବୃଦ୍ଧି କରିବା ସହ ଏବଂ ଭତ୍ତା ମଧ୍ୟ ବୃଦ୍ଧି କରିଛନ୍ତି । ସାଂସଦଙ୍କ ଦରମା ବୃଦ୍ଧି କରିବା ପାଇଁ 5 ବର୍ଷ ବିତିଗଲା ପରେ ନିଷ୍ପତ୍ତି ନିଆଯାଇଛି । … Read more

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀ ନୀଳମାଧବଙ୍କୁ ଦର୍ଶନ କଲେ ?

Screenshot 2025 03 23 152515

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀ ନୀଳମାଧବଙ୍କୁ ଦର୍ଶନ କଲେ | ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୀଳମାଧବ ଦର୍ଶନ କାର୍ଯ୍ୟ ସାରି ସବାର ରାଜା ବିଶ୍ଵାବାସୁଙ୍କ ଜନ୍ମ ସ୍ତନ ପରିଦର୍ଶନ କରିବେ ବୋଲି ସୂଚନା ମିଳୁଛି | ସୋମବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଁଚିଥିଲେ ଏବଂ ରାଷ୍ଟ୍ରପତିଙ୍କୁ ଅତି ସୁନ୍ଦର ଭାବେ ସ୍ୱାଗତ କରାଯାଇଥିଲା | ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନୀଳମାଧବ ଦର୍ଶନ ଅଭିମୁଖେ ସୁରକ୍ଷା ସୁବିଧା କରାଯାଇଛି … Read more

ବହି ଗୋଦାମରେ ଲାଗିଲା ନିଆଁ ?

Screenshot 2025 03 23 125050

ବହି ଗୋଦାମରେ ଲାଗିଲା ନିଆଁ । ବିସ୍ଫୋରଣରେ ଜଳିଗଲା ଲକ୍ଷାଧିକ ଟଙ୍କାର ବହି। ଘଟଣାଟି ଗତକାଲି ବିଳମ୍ବିତ ରାତିରେ ଘଟିଥିବା ସୂଚନା ମିଳୁଛି । ଜଗତସିଂହପୁର ଜନତା କୋଠି ନିକଟରେ ରହିଥିବା ଏକ ବହି ଗୋଦାମରେ ବିସ୍ଫୋରଣ ହୋଇଥିଲା ନିଆଁ ଲାଗି ସମସ୍ତ ବହି ନଷ୍ଟ ହେବା ସୂଚନା ମିଳୁଛି । ଗୋଦାମ ଭିତରେ ୩ ଜଣ ବ୍ୟକ୍ତି ରହିଯାଇଥିଲେ ଏବଂ ବିସ୍ପୋରଣ ହେବା ଦ୍ୱାରା ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ … Read more