ଦିଲ୍ଲୀ କ୍ୟାପିଟାଲର କ୍ୟାପଟେନ ହେବେ ଅକ୍ସର ପଟେଲ ?

Screenshot 2025 03 14 214705

ଦିଲ୍ଲୀ କ୍ୟାପିଟାଲର କ୍ୟାପଟେନ ହେବେ ଅକ୍ସର ପଟେଲ | ଆଉ କିଛି ଦିନ ପରେ ଆଇପିଏଲ ମ୍ୟାଚ ଆରମ୍ଭ ହେବାକୁ ଯାଉଥିବାବେଳେ । ଏହାରି ମଧ୍ୟରେ ଗୋଟିଏ ଖବର ଶୁଣିବାକୁ ମିଳିଛି ଦୀର୍ଘ ଦିନର ଅପେକ୍ଷା ପରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଅଧିନାୟକଙ୍କ ନାମ ଘୋଷଣା କରିଛନ୍ତି । ଇଣ୍ତିଆ କ୍ରିକେଟ ଟିମର ଅଲରାଉଣ୍ତର ଅକ୍ଷର ପଟେଲ ଆରମ୍ଭ ହେବାକୁ ଯାଉଥିବବା ଆଇପିଏଲ 2025ରେ ଦିଲ୍ଲୀର ନେତୃତ୍ୱ ନେବେ ବୋଲି ଘୋଷଣା କରାଯାଇଛି । ଆଉ କିଛି … Read more

ଆଜିଠୁ ରାଜ୍ୟରେ ତାପମାତ୍ରା ବଢିବାର ସୂଚନା ମିଳୁଛି ?

Screenshot 2025 03 03 152811

ଆଜିଠୁ ରାଜ୍ୟରେ ତାପମାତ୍ରା ବଢିବାର ସୂଚନା ମିଳୁଛି । ପଶ୍ଚିମ ଓଡ଼ିଶାରେ ହୋଲିରେ ପ୍ରବଳ ଖରା ହେବା ନେଇ ସୂଚନା ମିଳୁଛି । ଗତ ସପ୍ତାହରେ ୪ ଦିନ ପାଇଁ ହିଟ୍ ୱେଭ୍ ୱାର୍ଣ୍ଣିଂ ବା ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ପାଣିପାଗ ବିଭାଗରୁ ଜାରି କରାଯାଇଥିଲା । ପଶ୍ଚିମ ଓଡ଼ିଶାରେ ହୋଲିରେ ପ୍ରବଳ ଖରା ହେବା ନେଇ ସୂଚନା ମିଳୁଛି । ଆସନ୍ତା ୧୩ ତାରିଖରେ ବଲାଙ୍ଗୀର ବୌଦ୍ଧ, ସମ୍ବଲପୁର ଓ ଝାରସୁଗୁଡ଼ା ସହିତ … Read more

ଆମ୍ବୁଲାନ୍ସକୁ ଘୋସାଡୀନେଲା ଟ୍ରେନ ?

Screenshot 2025 03 10 171721

ଆମ୍ବୁଲାନ୍ସକୁ ଘୋସାଡୀନେଲା ଟ୍ରେନ । କଲ୍ୟାଣୀପୁର ନିକଟରେ ଦୃଘଟଣା ଘଟିଥିବା ସୂଚନା ମିଳୁଛି କଞ୍ଚାମମାଣ୍ଡି ନିକଟରେ ଆମ୍ବୁଲାନ୍ସଟି ରେଳ ଟ୍ରାକ କ୍ରସ କରୁଥିବାବେଳେ ଦୃଘଟଣା ଘଟିଥିବା ଜଣାପଡିଛି । ଆମ୍ବୁଲାନ୍ସରେ ୮ ଜଣ ରୋଗୀ ରହିଥିବାବେଳେ ଏତେବଡ ଦୃଘଟଣାରୁ ଅଳ୍ପକେ ରକ୍ଷା ପାଇଛନ୍ତି ।ଦୃଘଟଣାରେ ସମସ୍ତ ରୋଗୀ ସୁରକ୍ଷିତ ରହିଥିବା ସୂଚନା ମିଳୁଛି । ଦୃଘଟଣା କାରଣ ହେଉଛି ଆମ୍ବୁଲାନ୍ସଟି ଟ୍ରେନ ଟ୍ରାକ କ୍ରସ କଲାବେଳେ ଆମ୍ବୁଲାନ୍ସଟି ଚକ ଫସିଯାଇଥିଲା । ଏବଂ ଡ୍ରାଇଭରଙ୍କୁ ବହୁତ ପ୍ରୟାସ … Read more

ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରାଥନା ?

Screenshot 2025 03 09 125209

ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରାଥନା | ପରିବାରକୁ ସମବେଦନା ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ମନ୍ତ୍ରୀ ଅନନ୍ତ ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ବହୁତ ଦୁଃଖିତ। ମନ୍ତ୍ରୀ ଅନନ୍ତ ଦାସଓ ବିଧାୟକ ଭାବେ ସେ ରାଜ୍ୟର ଓ ବାଲେଶ୍ଵର ଅଞ୍ଚଳର ବିକାଶ ପାଇଁ ନିଜର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖି ନିସ୍ତାର ସହ କାର୍ଯ୍ୟ କରିଛନ୍ତି । ତାଙ୍କ ଅମର … Read more

ହୋଟେଲରେ ଗୋମାଂସ ଅଭିଯୋଗରେ ହୋଟେଲ ସିଲ ?

Screenshot 2025 03 07 183559

ହୋଟେଲରେ ଗୋମାଂସ ଅଭିଯୋଗରେ ହୋଟେଲ ସିଲ | ଘଟଣାଟି ଭୁବନେଶ୍ୱର ଜାତୀୟ ରାଜପଥ ସତ୍ୟବାଦୀ କଲେଜ ନିକଟରେ ରହିଥିବା ଜୟା ହୋଟେଲ ସିଲ ହୋଇଛି | ବେଆଇନ ଗୋମାଂସ ଅଭିଯୋଗରେ ହୋଟେଲ ସରକାର ହୋଟେଲ ସିଲ କରିଥିବା ସୂଚନା ମିଳୁଛି | ଘଟଣାର ତଦନ୍ତ ପାଇଁ ପୋଲିସ କର୍ମଚାରୀଙ୍କୁ ଅନୁମତି ଦିଆଯାଇଛି | ସୂଚନା ଅନୁଯାଇ ଜୟା ହୋଟେଲ ମାଲିକ ଜଣକ ଗୋମାଂସ କିଣୁଥିବା ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଜୋରେ ଭାଇରଲ ହୋଇଥିବା ଜଣାପଡୁଛି | … Read more

ରାଜ୍ୟରେ ତାପମାତ୍ରା ସାମାନ୍ୟ କମିଛି ?

Screenshot 2025 03 07 082635

ରାଜ୍ୟରେ ତାପମାତ୍ରା ସାମାନ୍ୟ କମିଛି | ସମସ୍ତ ରାଜ୍ୟ ଗୁଡିକରେ ତାପମାତ୍ରା ସାମାନ୍ୟ କମିବାର ସୂଚନା ମିଳୁଛି | ପାରଳାଖେମୁଣ୍ଡି ରାଜ୍ୟର ସବୁଠୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି ତାପମାତ୍ରା ୩୬.୮ ଡିଗ୍ରି ରହିଥିବା ସୂଚନା ମିଳୁଛି | ଝାରସୁଗୁଡ଼ାରେ ୩୬.୪ ଡିଗ୍ରୀ ହୋଇଥିବାବେଳେ, ମାଲକାନଗିରିରେ ୩୫.୪ଡିଗ୍ରୀ , ଯାଜପୁରରେ ୩୫.୨ଡିଗ୍ରୀ ରହିଅଛି ନୂଆପଡ଼ା, ସୁନ୍ଦରଗଡ଼, ‌ଖୋର୍ଦ୍ଧା, କେନ୍ଦ୍ରାପଡ଼ାରେ ୩୫ ଡିଗ୍ରି ତାପମାତ୍ରା ରହିଥିବା ସୂଚନା ମିଳୁଛି । ରାଜ୍ୟର ଅନ୍ୟ କିଛି କିଛି ସ୍ଥାନରେ ତାପମାତ୍ରା … Read more

ଟ୍ରାକ୍ଟର ଧକ୍କାରେ ବାଇକ ଚାଲାକ ମୂର୍ତ ?

ହାତୀ ଆକ୍ରମଣରେ ବୃଦ୍ଧା ବ୍ୟକ୍ତି ମୂର୍ତ ? 4

ଟ୍ରାକ୍ଟର ଧକ୍କାରେ ବାଇକ ଚାଲାକ ମୂର୍ତ | ଘଟଣାଟି ଯାଜପୁର ଗୋପନଗର ଛକ ନିକଟରେ ବାଇକ ଓ ଟ୍ରାକ୍ଟର ଧକ୍କା ହେବ ଫଳରେ ବାଇକ ଚାଳକ ଜଣକ ମୁର୍ତ୍ୟୁ ବରଣ କରିଥିବା ସୂଚନା ମିଳୁଛି | ବାଇକରେ ୨ ଜଣ ଆସୁଥିଲେ ଓ ଦୃଘଟଣାରେ ଜଣେ ଘଟଣା ସ୍ଥଳରେ ମୁର୍ତ୍ୟୁ ବରଣ କରିବା ସହ ଅନ୍ୟ ବ୍ୟକ୍ତି ଜଣକ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳୁଛି | ଆହତ ବ୍ୟକ୍ତିଙ୍କୁ ପ୍ରଥମେ ଧର୍ମଶାଳା ମେଡିକାଲରେ ଭର୍ତି … Read more

ମହିଳାଙ୍କ ମାନଙ୍କୁ ସୁରକ୍ଷା ଓ ସଂମାନ ନିମନ୍ତେ ଭାରତୀୟ ଆଇନକୁ ସଂଶୋଧନ କରାଯାଇଛି ?

Screenshot 2025 03 04 081409

ମହିଳାଙ୍କ ମାନଙ୍କୁ ସୁରକ୍ଷା ଓ ସଂମାନ ନିମନ୍ତେ ଭାରତୀୟ ଆଇନକୁ ସଂଶୋଧନ କରାଯାଇଛି | କେନ୍ଦ୍ର ସରକାର ଭାରତର ଆଇନକୁ ସଂଶୋଧନ କରିଛନ୍ତି ବୋଲି ସୂଚନା ମିଳୁଛି | ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଗୱାଲ ଆଇନ ସଂଶୋଧନ ହବ ବୋଲି କହିଛନ୍ତି | ଆମ ଦେଶରେ ମହିଳାମାନଙ୍କର ସୁରକ୍ଷା ଓ ସମ୍ମାନ କୁ ସଦୃଢ଼ କରିବା ନିମନ୍ତେ କେନ୍ଦ୍ର ସରକାର ଏଭଳି ଏକ ଗୁରୁତ୍ୱପୂର୍ଣ ନିଷ୍ପତି ନେଇଛନ୍ତି | ଆଜି ନୂଆ ଦିଲ୍ଲୀର … Read more

ଶ୍ରୀ ମନ୍ଦିରରେ ଗହଳି ନିଅନ୍ତ୍ରଣ କରିବା ନିମନ୍ତେ ସୁରକ୍ଷା ବାହିନୀ ନିଯୁକ୍ତି ପ୍ରକ୍ରିୟା ?

Screenshot 2025 03 03 175405

ଶ୍ରୀ ମନ୍ଦିରରେ ଗହଳି ନିଅନ୍ତ୍ରଣ କରିବା ନିମନ୍ତେ ସୁରକ୍ଷା ବାହିନୀ ନିଯୁକ୍ତି ପ୍ରକ୍ରିୟା | ଶ୍ରୀ ମନ୍ଦିରରେ ଲୋକମାନଙ୍କ ଭିଡ ଅତ୍ୟଧିକ ହୋଉଥିବାରୁ ଲୋକମାନଙ୍କର ସୁରକ୍ଷା ଦୃଷ୍ଟିରୁ ବହୁତ ଜଲ୍ଦି ସୁରକ୍ଷା କର୍ମୀମାନଙ୍କୁ ନିଯୁକ୍ତି ପ୍ରଦାନ କରାଯିବ | ୧୦୮୩ ସୁରକ୍ଷା ବାହିନୀ ନିଯୁକ୍ତି ପଦବୀ ସୃଷ୍ଟି ହୋଇଛି ଏବଂ ବହୁତ ଜଲ୍ଦି ସୁରକ୍ଷା କର୍ମୀମାନଙ୍କୁ ନିଯୁକ୍ତି କରାଯିବ | ଶ୍ରୀ ମନ୍ଦିରରେ ଷ୍ଟେଟ ଆର୍ମଡ୍ କ୍ୟାଡରରୁ ଗୋଟିଏ କମାଣ୍ଡାଣ୍ଟ, ୨ଟି ଡେପୁଟି କମାଣ୍ଡାଣ୍ଟ, ,୮ ଇନ୍ସପେକ୍ଟର, … Read more

ଖରାର ତାପମାତ୍ରା ବଢ଼ିବାରୁ ସ୍କୁଲ – କଲେଜ ପାଇଁ ଆସିବା ନୂଆ ଗାଇଡ଼ ଲାଇନ ?

Screenshot 2025 03 03 152811

ଖରାର ତାପମାତ୍ରା ବଢ଼ିବାରୁ ସ୍କୁଲ – କଲେଜ ପାଇଁ ଆସିବା ନୂଆ ଗାଇଡ଼ ଲାଇନ | ରାଜ୍ୟରେ ମାର୍ଚ୍ଚ ମାସ ଆରମ୍ଭରୁ ପ୍ରବଳରୁ ଅତିପ୍ରବଳ ଖରା ଦେଖିବାକୁ ମିଳୁଛି ଓ ଯାହାଫଳରେ ଲୋକମାନେ ଜୀବନ ଜାପାନ କରିବାକୁ ବହୁ ଅସୁବିଧାର ସମୁଖିନ୍ନ ହଉଛନ୍ତି | ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ରଖି ଆସନ୍ତା ଦୁଇ ଦିନ ମଧ୍ୟରେ ସ୍କୁଲ କଲେଜ ନିମନ୍ତେ ନୂଆ ଗାଇଡ଼ ଲାଇନ ହେବା ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି | … Read more