ସୋର ଲିଙ୍ଗିପଡ଼ାରେ ଯୁବତୀଙ୍କୁ ଗଳାକାଟି ହତ୍ୟା କରିଥିବା ଯୁବକ ଗିରଫ ?

Screenshot 2025 02 26 181501

ସୋର ଲିଙ୍ଗିପଡ଼ାରେ ଯୁବତୀଙ୍କୁ ଗଳାକାଟି ହତ୍ୟା କରିଥିବା ଯୁବକ ଗିରଫ । ଯୁବତୀଙ୍କୁ ଗଳା କାଟି ଯୁବକ ଜଣକ ୩ ଦିନ ହବ ଫେରାର ରହିଥିବା ବେଳେ ପୋଲିସ ଆଜି ଯୁବକ ଜଣକୁ ଗୁରୁତର ଅବସ୍ତାରେ ଧରିବାରେ ସଫଳ ହୋଇଛି । ଯୁବକ ଜଣଙ୍କୁ ଭଦ୍ରକ ବାସୁଦେବପୁର ନିକଟରେ ଥିବା ଚୂଡ଼ାମଣି ଗାଁରୁ ପୋଲିସ ଧରିବାରେ ସଫଳ ହୋଇଛି । ଯୁବକ ଜଣକ ଗାଁ ନିକଟରେ ଥିବା ଜଙ୍ଗଲରେ ଲୁଚି ରହିଥିବାର ପୋଲିସ ଖବର ପାଇ ଯୁବକ … Read more

ଜମ୍ମୁକାଶ୍ମୀରର ସେନା ଗାଡିକୁ ଆକ୍ରମଣ କରିଛନ୍ତି ଆତଙ୍କବାଦୀ ?

Screenshot 2025 02 26 171051

ଜମ୍ମୁକାଶ୍ମୀରର ସେନା ଗାଡିକୁ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଜମ୍ମୁକାଶ୍ମୀରର ରୌଜରୀ ସୁନ୍ଦରବନୀ ଅଞ୍ଚଳରେ ଯବାନଙ୍କ ଗାଡି ଉପରକୁ ଆତଙ୍କୀବାଦିମାନେ ଆକ୍ରମଣ କରିଥିବା ସୂଚନା ମିଳୁଛି । ଭାରତର ସେନା ଗାଡିକୁ ୪ରୁ୫ ରାଉଣ୍ଡ ଗୁଳି ମାରି ଆତଙ୍କବାଦୀମାନେ ଘଟଣା ସ୍ଥଳରେ ଫେରାର ହୋଇଛନ୍ତି । ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ସୁରକ୍ଷାବଳ । ସୂଚନା ଅନୁଯାୟୀ, ଜମ୍ମୁର ରାଜୌରୀର ସୁନ୍ଦରବନୀ ସେକ୍ଟରରେ ବୁଧବାର ଦିନ ଅପରାହ୍ନ ପ୍ରାୟ ୧୨.୪୫ ସମୟରେ ଏକ ସେନା ଗାଡ଼ିକୁ ଆତଙ୍କୀବାଦିମାନେ ୪ ରୁ … Read more

ନାବଳଙ୍କକୁ ମାରି ପତ୍ରଗଦାରେ ଫିଙ୍ଗିଦେଲେ ଦୁର୍ବୁତ୍ତ ?

Screenshot 2025 02 26 161729

ନାବଳଙ୍କକୁ ମାରି ପତ୍ର ଗଦାରେ ଫିଙ୍ଗିଦେଲେ ଦୁର୍ବୁତ୍ତ | ଘଟଣାଟି ଦେବଗଡ ତୁଙ୍ଗାମାଳ ଗାଁରେ ଘଟିଥିବା ସୂଚନା ମିଳୁଛି | ତୁଙ୍ଗାମାଳ ଗାଁର ଗୋଟେ ନାବାଳକକୁ କିଛି ଦୁର୍ବୁତ୍ତ ମାନେ ମାରି ପତ୍ର ଗଦାରେ ଫିଙ୍ଗିଦେବା ସୂଚନା ମିଳୁଛି ତୁଙ୍ଗାମାଳ ଗାଁ ନିକଟରେ ଥିବା ଜଙ୍ଗଲରେ ନାବାଳକଙ୍କ ମୂର୍ତ ଦେହ ଉଦ୍ଧାର କରାଯାଇଛି | ଦେବଗଡ ଅଞ୍ଚଳର ତୁଙ୍ଗାମାଳ ଗାଁର ବିଜୟ ମୁଣ୍ଡାଙ୍କ ପୁଅ ଅମିତ ମୁଣ୍ଡଙ୍କୁ ୧୬ ବର୍ଷ ବୟଷରେ ତାଙ୍କୁ କିଛି ଦୁର୍ବୁତ୍ତ ମାରି … Read more

ଦୁଇ ବହୁ ଓ ଶାଶୁଙ୍କୁ ଘରେ ପଶି ଖଣ୍ଡାରେ ହାଣିଲେ ଦୁର୍ବୁତ୍ତ ?

Screenshot 2025 02 26 091604

ଦୁଇ ବହୁ ଓ ଶାଶୁଙ୍କୁ ଘରେ ପଶି ଖଣ୍ଡାରେ ହାଣିଲେ ଦୁର୍ବୁତ୍ତ | ଘଟଣାଟି ଭଦ୍ରକ ଦେଓପଦା ଗାଁରେ ଦୃଘଟଣା ଘଟିଥିବା ସୂଚନା ମିଳୁଛି | ଘରେ କେହି ପୁରୁଷ ଲୋକ ନଥିବା ବେଳେ କିଛି ଦୁର୍ବୁତ୍ତ ଘର ଭିତରେ ପଶି ଶାଶୁ ଓ ଦୁଇ ବୋହୁଙ୍କୁ ଆକ୍ରମଣ କରିଛନ୍ତି | ଦୁର୍ବୁତାଙ୍କ ଆକ୍ରମଣରେ ଘଟଣା ସ୍ଥଳରେ ବଡ ବହୁ ଜଣକ ମୁର୍ତ୍ୟୁ ବରଣ କରିଛନ୍ତି ଓ ସାନ ବହୁ , ଶାଶୁ ଗୁରୁତର ଭାବେ ଆହତ … Read more

ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ହବ କି ଛାଡପତ୍ର ?

Screenshot 2025 02 25 173156

ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ହବ କି ଛାଡପତ୍ର । ବଲିଉଡ ଅଭିନେତା ଗୋବିନ୍ଦା ବର୍ତ୍ତମାନ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚାରେ ଅଛନ୍ତି । ଚର୍ଚ୍ଚା ହେଉଛି ବୋଲିଉଡ଼ ଅଭିନେତା ଖୁବ୍ ଶୀଘ୍ର ନିଜ ପତ୍ନୀଙ୍କଠୁ ଛାଡପତ୍ର ନେବା ଖବର ସାମ୍ନାକୁ ଆସିଛି | ଗୋବିନ୍ଦା ଏବଂ ତାଙ୍କ ଘର ଲୋକ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହାନ୍ତି | ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କୁ ୩୭ ବର୍ଷର ବୈବାହିକ ଜୀବନରେ … Read more

ପୁଣି ମୋ ବସ ଧକ୍କାରେ ୨ ଜଣ ଗୁରୁତର ?

Screenshot 2025 02 25 144530

ପୁଣି ମୋ ବସ ଧକ୍କାରେ ୨ ଜଣ ଗୁରୁତର | ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଦୃଘଟଣା ଘଟିଥିବା ସୂଚନା ମିଳୁଛି | ମୋ ବସ ଧକ୍କାରେ ୨ ଜଣ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି | ୨ ଜଣ ଯୁବକ ଅଟକୁ ଅପେକ୍ଷା କରି ରାସ୍ତା କାରରେ ଠିଆହୋଇଥିବା ବେଳେ ମୋ ବସ ଗାଡି ହଟାଥ ଯୁବକଙ୍କ ଉପରେ ମାଡିଯାଇଥିଲା ଯାହା ଦ୍ୱାରା ଯୁବକ ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି | ମୋ … Read more

ଟନେଲ ଭୁଶୁଡିବା ୬୦ ଘଣ୍ଟା ହୋଇଥିବାବେଳେ ଶ୍ରମିକମାନଙ୍କୁ ଏପର୍ଯ୍ୟନ୍ତ ଫସି ରହିଛନ୍ତି ?

Screenshot 2025 02 25 102618

ଟନେଲ ଭୁଶୁଡିବା ୬୦ ଘଣ୍ଟା ହୋଇଥିବାବେଳେ ଶ୍ରମିକମାନଙ୍କୁ ଏପର୍ଯ୍ୟନ୍ତ ଫସି ରହିଛନ୍ତି |ତେଲେଙ୍ଗାନାରେ ଟନେଲ ଭୁଶୁଡି ପଡିବାରୁ ଶ୍ରମିକମାନେ ଫସିରହିଥିବା ସୂଚନା ମିଳୁଛି | ଘଟଣାଟି ନାଗାରକୁରନୁଲ ଜିଲ୍ଲାରେ ଟନେଲ ନିର୍ମାଣ କାର୍ଯ୍ୟ ପାଇଁ ସୁଡ଼ଙ୍ଗ ଭିତରକୁ କିଛି ଶ୍ରମିକମାନେ ପ୍ରବେଶ କରିଥିଲେ ଏବଂ କିଛି ବାଟ ଭିତରକୁ ଗଲାପରେ ଟନେଲ ଭୁସୁଡ଼ିଥିଲା | ଏପର୍ଯ୍ୟାନ ଶ୍ରମିକମାନେ ଫସି ରହିଛନ୍ତି ଦୀର୍ଘ ୬୦ ଘଣ୍ଟା ହବ ଶ୍ରମିକମାନଙ୍କର କୌଣସି ସୂଚନା ମିଳିନାହିଁ | ସମସ୍ତଙ୍କୁ ଉଦ୍ଧାର କାର୍ଯ୍ୟ … Read more

ଆଜି ସକାଳୁ ଓଡିଶାରେ ଭୂକମ୍ପ ଝଟକାରେ ଥରିଲା ଓଡିଶା ?

Screenshot 2025 02 25 093346

ଆଜି ସକାଳୁ ଓଡିଶାରେ ଭୂକମ୍ପ ଝଟକାରେ ଥରିଲା ଓଡିଶା । ରାଜଧାନୀ ଭୁବନେଶ୍ଵର , ପୁରୀ , ବାଲେଶ୍ୱର ସମେତ ରାଜ୍ୟର କିଛି କିଛି ସ୍ଥାନରେ ମୃଦୁ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିବା ସୂଚନା ମିଳୁଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୧ ହୋଇଥିବା ରେକର୍ଡ କରାଯାଇଛି । ଆଜି ସକାଳ ୬ଟା ୧୦ମିନିଟରେ ମୃଦୁ ଭୂକମ୍ପ ହୋଇଥିବା ସୂଚନା ମିଳୁଛି । ଭୂକମ୍ପ ୨ରୁ ୩ ସେକେଣ୍ଡ ଯାଏଁ ହୋଇଥିବା ସୂଚନା ମିଳୁଛି । ପୁରୀ , ଭୁବନେଶ୍ଵର, … Read more

ସଡକ ଦୃଘଟଣାରେ ୬ ଜଣ ମୁର୍ତ୍ୟୁ ୨ ଜଣ ଆହତ ?

Screenshot 2025 02 17 184011 3

ସଡକ ଦୃଘଟଣାରେ ୬ ଜଣ ମୁର୍ତ୍ୟୁ ୨ ଜଣ ଆହତ । ମଧ୍ୟପ୍ରଦେଶର ଜବଲପୁର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଘଟିଛି । ଦୃଘଟଣାରେ କର୍ଣ୍ଣାଟକର ୬ ଜଣ ମୃତ୍ୟୁ କରିଥିବା ବେଳେ ୨ ଜଣ ଗୁରୁତରଭାବେ ଆହତ ହୋଇଛନ୍ତି । ଦୃଘଟଣାଟି ଆଜି ସକାଳୁ ସୋମବାର ୨୪ ଫେବୃଆରୀରେ ସକାଳ ପ୍ରାୟ ୪ଟା ସମୟରେ ଦୃଘଟଣା ଘଟିଥିବା ଜଣାପଡୁଛି । ଗୋଟିଏ କାର୍‌ ଓ ବସ୍‌ ମୁହାଁମୁହିଁ ଧକ୍କା ହେବା ଦ୍ୱାରା ଦୃଘଟଣାରେ ୬ … Read more

ପୁଅକୁ ନେଇ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବାବେଳେ ଦୃଘଟଣା ?

Screenshot 2025 02 24 130136

ପୁଅକୁ ନେଇ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବାବେଳେ ଦୃଘଟଣା | କେନ୍ଦ୍ରାପଡାର ତିନିମୁହାଣ ଛକରେ ଦୃଘଟଣା ଘଟିଥିବା ଜଣ ପଡୁଛି | ଆଜି ସକାଳେ ପୁଅକୁ ମାଟ୍ରିକ ପରୀକ୍ଷା ଦେବା ପାଇଁ ବାପା , ମା ଦୁଇଜଣ ସ୍କୁଟିରେ ପରୀକ୍ଷା କେନ୍ଦ୍ରକୁ ଯାଉଥିବାବେଳେ ଗୋଟେ ଟ୍ରକ ସହିତ ଦୃଘଟଣା ଘଟିଛି | ଦୃଘଟଣାରେ ମହିଳା ଜଣକ ମୁର୍ତ୍ୟୁ ବରଣ କରିଥିବ ଜଣାପଡୁଛି ଏବଂ ମହିଳାଙ୍କ ସ୍ୱାମୀ ଗୁରୁତର ଭାବେ ଆହତ ହୋଇଛନ୍ତି ଓ ପୁଅଙ୍କ ହାତ ଦୃଘଟଣାରେ … Read more